କେନ୍ଦ୍ରାପଡ଼ାର ଶ୍ରୀବଳଦେବଜୀଉଙ୍କ ପରମ୍ପରା ଭଙ୍ଗ ପାଇଁ ଦାୟୀ କିଏ ?

କେନ୍ଦ୍ରାପଡା:ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରା କରିବାପାଇଁ ନିର୍ଦ୍ଦେଶନାମା ଦେଲେ। ଚଳଚଞ୍ଚଳ ହୋଇଉଠିଲା ପୁରୀ ଓ ସମସ୍ତ ବିଧିବ୍ୟବସ୍ଥା ଭିତରେ ରଥଯାତ୍ରା ପାଇଁ ପଥ ପରିସ୍କାର ହୋଇଗଲା। ଏସବୁ ଭିତରେ ଅନେକ ଅସମାହିତ ପ୍ରଶ୍ନ ବହୁ ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କ ମନକୁ ଆନ୍ଦୋଳିତ କରୁଛି ଓ କରିବା ମଧ୍ୟ ସ୍ୱାଭାବିକ। ତେବେ ଏହି କ୍ଷେତ୍ରରେ ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ଚାଲିଥିବାବେଳେ କେନ୍ଦ୍ରାପଡାବାସୀ ଓ ଶ୍ରୀବଳଦେବଜୀଉଙ୍କର ସେବକ … Continue reading କେନ୍ଦ୍ରାପଡ଼ାର ଶ୍ରୀବଳଦେବଜୀଉଙ୍କ ପରମ୍ପରା ଭଙ୍ଗ ପାଇଁ ଦାୟୀ କିଏ ?